କାମତନ୍ତ୍ର Kāmatantra

  • ସଂ. ବି. (ରୂପକ; କାମ+ତନ୍ତ୍ର) — କାମଶାସ୍ତ୍ର; ରତିଶାସ୍ତ୍ର — The science of carnal love
  • ସଂ. ବିଣ. ପୁଂ — କାମପରତନ୍ତ୍ର; କାମୁକ — Lascivious; lustful