କାମଜିତ୍ Kāmsjit
- ସଂ. ବି (କାମ+ଜି ଧାତୁ+କର୍ତ୍ତୃ. କ୍ୱିପ୍) — (ରୂପରେ କନ୍ଦର୍ପକୁ ଜୟ କରିଥିବାରୁ) କାର୍ତ୍ତିକେୟ — A name of God Kārttikeya
- ସଂ. ବି (କାମ+ଜି ଧାତୁ+କର୍ତ୍ତୃ. କ୍ୱିପ୍) — (କନ୍ଦର୍ପକୁ ଭସ୍ମୀଭୂତ କରିଥିବାରୁ) ମହାଦେବ — A name of Ṡiba
- ସଂ. ବି (କାମ+ଜି ଧାତୁ+କର୍ତ୍ତୃ. କ୍ୱିପ୍) — (ସ୍ତ୍ରୀସଂସର୍ଗ ଛାଡ଼ିଥିବାରୁ) ଜୈନଦେବତାବିଶେଷ — A Ja̲i̱na Deity