କାମଚେଷ୍ଟା Kāmacheshṭā

  • ସଂ. ବି—( 4 ର୍ଥୀ ତତ୍; କାମ+ଚେଷ୍ଟା) — କାମ ପ୍ରବୃତ୍ତି ଚରିତାର୍ଥ କରିବା ପାଇଁ ଇଚ୍ଛା ବା ଆଗ୍ରହ — Lustful desires; lust; inordinate desire for sexual satiety
  • ସଂ. ବି—( 4 ର୍ଥୀ ତତ୍; କାମ+ଚେଷ୍ଟା) — ପ୍ରଣୟୀ ସଙ୍ଗେ ମିଳିତ ହେବା ପାଇଁ ଚେଷ୍ଟା — Love-intrigues
  • ସଂ. ବି—( 4 ର୍ଥୀ ତତ୍; କାମ+ଚେଷ୍ଟା) — କାମକ୍ରୀଡ଼ା — Copulation