କାମଚଣ୍ଡୀ Kāmachaṇḍī

  • ସଂ. ବି. ସ୍ତ୍ରୀ. — କାମରୂପ ଦେଶର ଠାକୁରାଣୀ— (ଏ ଠାକୁରାଣୀ ଗାରିଡ଼ି ବିଦ୍ୟାର ଅଧିଷ୍ଠାତ୍ରୀ ଦେବତା) — Name of a Goddess in the country of Kamrup in Assam; the Goddess presiding over magical arts
  • ସଂ. ବି. ସ୍ତ୍ରୀ. — କାମଚେଷ୍ଟାଜର୍ଜରିତା ସ୍ତ୍ରୀ — A woman overcome or intoxicated with sexual desire