କାମଗ Kāmaga

  • ସଂ. ବିଣ. ପୁଂ. (କାମ+ଗମ ଧାତୁ+କର୍ତ୍ତୃ. ଅ) — ଆପଣା ଇଚ୍ଛା ଅନୁସାରେ ସର୍ବତ୍ର ବିଚରଣ କରିବାକୁ ସମର୍ଥ; ସର୍ବତ୍ର ଗମନକ୍ଷମ; ସ୍ୱେଚ୍ଛାବିହାରୀ — Omnipresent