କାବାଡ଼ Kābāṟḍ̠a

  • ଦେ. ବିଣ. ପୁଂ. (ତୁଳ; ସଂ. କର୍ପଟ=ଚରାକନା; ହି. କବାଡ଼ିୟା=ତୁଚ୍ଛ ବ୍ଯବସାୟୀ ବ୍ଯକ୍ତି; ବଂ. କାବାଡ଼ୀ— ପୁରୁଣା ଜିନିଷ ବିକ୍ରୟକାରୀ ବ୍ଯକ୍ତି) — ନିର୍ବୁଦ୍ଧିଆ; ଓଲୁ — Idiotic; foolish; dupe
  • ଦେ. ବିଣ. ପୁଂ. (ତୁଳ; ସଂ. କର୍ପଟ=ଚରାକନା; ହି. କବାଡ଼ିୟା=ତୁଚ୍ଛ ବ୍ଯବସାୟୀ ବ୍ଯକ୍ତି; ବଂ. କାବାଡ଼ୀ— ପୁରୁଣା ଜିନିଷ ବିକ୍ରୟକାରୀ ବ୍ଯକ୍ତି) — ନୀଚ; ହୀନ (ବ୍ଯକ୍ତି) — Low; mean