କାପ୍ଡ଼ା Kāpṟḍ̠ā
- ପ୍ରାଦେ. (ସମ୍ବଲପୁର) ବି (ସଂ. କର୍ପଟ, ତୁଳ ହିନ୍ଦି କପ୍ଡ଼ା) — ଲୁଗା; ବସ୍ତ୍ର — Cloth
- ପ୍ରାଦେ. (ସମ୍ବଲପୁର) ବି (ସଂ. କର୍ପଟ, ତୁଳ ହିନ୍ଦି କପ୍ଡ଼ା) — [ଦ୍ର—କାପଡ଼ା ଶବ୍ଦ ଲୁଗା ଅର୍ଥରେ ଓଡ଼ିଶାର ଅନ୍ଯ ଅଞ୍ଚଳରେ ବ୍ଯବହୃତ ହୁଏ ନାହିଁ, କିନ୍ତୁ ଶିର୍କାପ୍ଡ଼ା, ତେଲକାପ୍ଡ଼ା ଶବ୍ଦରେ ଏହାର ବ୍ଯବହାର ଅଛି।]