କାପ୍ତା Kāptā
- ଦେ. ବି. (ସଂ. କପୋତ) — କପୋତପକ୍ଷୀ — Spotted dove
- ଦେ. ବି. (ସଂ. କପୋତ) — କାପ୍ତି ଲୋ! କାପ୍ତି ଲୋ! ମାଠିଆ ମୁଣ୍ଡରେ ଘା, ଯେବେ ହୋଇଥିବୁ କାପ୍ତା ଛୁଆ ଗୋଡ଼େଇ ଗୋଡ଼େଇ ଖା। ଶୀଶୁଗୀତ।
- ଦେ. ବି. (ସଂ. କପୋତ) — [ଦ୍ର—କାପ୍ତା ଚାରି ଜାତିର— 1 । ନେଳି କାପ୍ତା (ଏହାର କଣ୍ଠରେ ନେଳି ଗାର ଥାଏ; 2 । ପାଣ୍ଡରା କାପ୍ତା (ଏହାର ବର୍ଣ୍ଣ ପାଉଁଶିଆ); 3 । କୋପ୍ତି କାପ୍ତା (ଏହା ସଂ. କୁରରୀ); ଓ 4 । କୋଳଥିଆ କାପ୍ତା (ଏହାର ପକ୍ଷ କୋଳଥ ଚୋପାର ବର୍ଣ୍ଣବିଶିଷ୍ଟ।] — [ଦ୍ର—କାପ୍ତା ଚାରି ଜାତିର—1 ନେଳି କାପ୍ତା (ଏହାର କଣ୍ଠରେ ନେଳି ଗାର ଥାଏ;2 ପାଣ୍ଡରା କାପ୍ତା (ଏହାର ବର୍ଣ୍ଣ ପାଉଁଶିଆ);3 କୋପ୍ତି କାପ୍ତା (ଏହା ସଂ. କୁରରୀ); ଓ4 କୋଳଥିଆ କାପ୍ତା (ଏହାର ପକ୍ଷ କୋଳଥ ଚୋପାର ବର୍ଣ୍ଣବିଶିଷ୍ଟ]