କାପୋଡ଼ିଆ Kāpoṟḍ̠iā

  • ଦେ. ବି (ସଂ. କାର୍ପଟିକ) — କାପଡ଼ି (ଦେଖ) — Kāpaṟḍ̠e (See)
  • ଦେ. ବି (ସଂ. କାର୍ପଟିକ) — ମାରୁଆଡ଼ି କାପୋଡ଼ିଆ ଭୋଜପୁରୀ ମୁଦି, ବାଣିଜ୍ୟ ବେପାରଦ୍ୱାର ରଖିଛନ୍ତି ମୁଦି—ଫକୀରମୋହନ, ଉତ୍କଳଭ୍ରମଣ।