କାପେୟ Kāpeya
- ସଂ. ବି. (କପି+ଏୟ) — କପିସମୂହ — A herd of monkeys
- ସଂ. ବି. (କପି+ଏୟ) — ବାନରର ଅପତ୍ୟ; ମାକଡ଼ ଛୁଆ — Offspring of a monkey
- ସଂ. ବି. (କପି+ଏୟ) — ବାନରୋଚିତ କର୍ମ — Slovenly act
- ସଂ. ବି. (କପି+ଏୟ) — ଶୌନକଋଷି — Sage Ṡa̲u̲naka
- ସଂ. ବି — କପିସମ୍ବନ୍ଧୀୟ — Relating to monkeys
- ସଂ. ବି — ବାନରବଂଶୀୟ — Related to the family of monkeys
- ସଂ. ବି — ବାନରଠାରୁ ଜାତ — Born of a monkey