କାପୁ Kāpu

  • ପ୍ରାଦେ. (ସମ୍ବଲପୂର) ବିଣ. (ସଂ. କୁପୁତ୍ର, କାପୋତ= କୁତ୍ସିତ ଶିଶୁ) — ଅଶିଷ୍ଟ; ଅଭଦ୍ର — Impolite; rude; unmannerly