କାପୁରୁଷ Kāpurusha
- ସଂ. ବି. ପୁଂ. (କୁ+ପରୁଷ; କୁ ସ୍ଥାନରେ କା ଆଦେଶ) — କୁତ୍ସିତ ବ୍ଯକ୍ତି — A wretch; a mean or contemptible person
- ସଂ. ବି. ପୁଂ. (କୁ+ପରୁଷ; କୁ ସ୍ଥାନରେ କା ଆଦେଶ) — ଭୀରୁ ବ୍ଯକ୍ତି — A coward; a poltroon; a scamp
- ସଂ. ବି. ପୁଂ. (କୁ+ପରୁଷ; କୁ ସ୍ଥାନରେ କା ଆଦେଶ) — ଯେଉଁ ବ୍ଯକ୍ତି ନାରୀର ମର୍ଯ୍ୟାଦା ରକ୍ଷା କରିପାରେ ନାହିଁ (ଜ୍ଞାନେନ୍ଦ୍ର) — A person who is unable to protect the honour of women
- ସଂ. ବି. ପୁଂ. (କୁ+ପରୁଷ; କୁ ସ୍ଥାନରେ କା ଆଦେଶ) — ଯେ ନତମସ୍ତକରେ ଅପମାନ ସହେ — A person who takes insults lying down