କାନ Kāna

  • ଦେ. ବି.—(ସଂ. କର୍ଣ୍ଣ; ପ୍ରା. କାଣ୍ଣ) — କର୍ଣ୍ଣ — Ear
  • ଦେ. ବି.—(ସଂ. କର୍ଣ୍ଣ; ପ୍ରା. କାଣ୍ଣ) — କାନକୁ ଘୋଡ଼ାଇ ରଖିଥିବା କାନର ଆକାରବିଶିଷ୍ଟ ସୁନାର ଅଳଙ୍କାର — A gold ear-ornament covering the ear
  • ଦେ. ବି.—(ସଂ. କର୍ଣ୍ଣ; ପ୍ରା. କାଣ୍ଣ) — ବେହେଲା ଓ ସିତାରଆଦି ଯନ୍ତ୍ରର ତାର ଯେଉଁ ଖିଲରେ ବନ୍ଧା ହୋଇ ଗୁଡ଼ା ଯାଇ ଥାଏ — The pin on which the end of the string of a guitar or violin is tied
  • ଦେ. ବି.—(ସଂ. କର୍ଣ୍ଣ; ପ୍ରା. କାଣ୍ଣ) — (ପ୍ରାଚୀନ ପ୍ରୟୋଗ; ସଂ. କୃଷ୍ଣ; ପ୍ରା. କାହ୍ନୁ)—କାହ୍ନୁ; ଶ୍ରୀକୃଷ୍ଣ — A name of Ṡrīkṛushṇa
  • ଦେ. ବି.—(ସଂ. କର୍ଣ୍ଣ; ପ୍ରା. କାଣ୍ଣ) — ଶ୍ରୀ ଗୋପୀକାନ ଗୋପୀଙ୍କ ଧନ, ଗୋପୀନାମ ଧରି ଦେଲେ ବଇଁଶୀ ସ୍ୱନ। ପ୍ରାଚୀ, ରହସ୍ୟମଞ୍ଜରୀ।
  • ଦେ. ବି.—(ସଂ. କର୍ଣ୍ଣ; ପ୍ରା. କାଣ୍ଣ) — ତୋପ ବା ବନ୍ଧୁକର ଯେଉଁ ସ୍ଥାନରେ ନିଆଁ ଧରାଇ ଦିଆ ଯାଏ; ରଞ୍ଜକଦାନୀ — The touch-hole at the breech of a gun or cannon