କାନ୍ଧେଇବା Kāndheibā

  • ଦେ. କ୍ରି. (କାନ୍ଧଶବ୍ଦରୁ ଓଡ଼ିଆ ନାମ ଧାତୁ) — କୌଣସି ବ୍ଯକ୍ତିଙ୍କୁ କାନ୍ଧରେ ବହନ କରିବା — To carry a person on the shoulders
  • ଦେ. କ୍ରି. (କାନ୍ଧଶବ୍ଦରୁ ଓଡ଼ିଆ ନାମ ଧାତୁ) — କାନ୍ଧଦ୍ୱାରା ଭାର ବହନ କରିବା — To carry a load on the shoulders