କାନ୍ଧସନ୍ଧି Kāndhasandhi

  • ଦେ. ବି — ଦୁଇ କାନ୍ଧର ମିଳନ ସ୍ଥାନ; ପିଠିର ଊର୍ଦ୍ଧ୍ୱଅଂଶ — The part of the back between the two shoulders
  • ଦେ. ବି — ବତ୍ସଦନ୍ତ କାଣ୍ଡମାନଙ୍କୁ ବିରାଟ ବିନ୍ଧିଲେ ଗଲା ଦ୍ରୌଣି କାନ୍ଧସନ୍ଧି ଫୁଟି। କୃଷ୍ଣସିଂହ, ମହାଭାରତ, କର୍ଣ୍ଣ।