କାନ୍ଧବଦଳ Kāndhabadaḻa

  • ଦେ. ବି. — ସବାରିକାନ୍ଧିଆ ବେହେରାମାନଙ୍କ ମଧ୍ୟରୁ କାନ୍ଧେଇଥିବା ବେହେରାମାନଙ୍କୁ ଅବସର ଦେଇ ଅନ୍ଯ ପଞ୍ଚା ବେହେରାମାନଙ୍କର ସବାରିରେ କାନ୍ଧ ଲଗାଇବା — The changing of shoulders by different relays of palki-bearers