କାନ୍ଧ ବାନ୍ଧିବା Kāndha bāndhibā

  • ଦେ. କ୍ରି — (ଶଗଡ଼ବୁହା ବଳଦମାନେ) କାନ୍ଧକୁ ଟେକି ରଖି ଶଗଡ଼ର ଝୁରାଡିହକୁ ତଳମୁଖ ନ କରାଇବା — To keep the shoulders lifted up while bearing the yoke (said of cart-bullocks)