କାନ୍ଦୁଣୁମାନ୍ଦୁଣୁ Kānduṇumānduṇu

  • ଦେ. ବିଣ. — କାନ୍ଦୁଣୀମାନ୍ଦୁଣୀ (ଦେଖ) — Kānduṇīmānduṇī (See)
  • ଦେ. ବିଣ. — ମେତେ ଦେଖି ସେ ଦୁଇଜଣ କାନ୍ଦୁଣୁମାନ୍ଦୁଣୁ ହୋଇ କହିଲେ। ଫକୀରମୋହନ, ଛମାଣଆଠଗୁଣ୍ଠ।