କାନ୍ଦୁଣୀ Kānduṇī
- ଦେ. ବିଣ. ସ୍ତ୍ରୀ — କାନ୍ଦୁଣିଆଁର ସ୍ତ୍ରୀଲିଙ୍ଗ — Feminine of Kānduṇiāñ
- ଦେ. ବି. (ସଂ. କ୍ରନ୍ଦନ) — କ୍ରନ୍ଦନ; କାନ୍ଦଣା — Weeping
- ଦେ. ବି. (ସଂ. କ୍ରନ୍ଦନ) — ଦ୍ରୌପଦୀଙ୍କ କାନ୍ଦୁଣୀ କୃଷ୍ଣଙ୍କ ହୃଦକୁ, ଘାଣ୍ଟି ଦେଉଅଛି କି କହିବି ତୁମ୍ଭଙ୍କୁ। କୃଷ୍ଣସିଂହ, ମହାଭାରତ, ଶଲ୍ୟ।