କାନ୍ଦି Kāndi

  • ଦେ. ବି. (ସଂ. ସ୍କନ୍ଧ) — ଅନେକଗୁଡ଼ିଏ ଫେଣା ଲାଗିଥିବା କଦଳୀର ବୃନ୍ତ — A stem containing many bunches of plantatins
  • ଦେ. ବି. (ସଂ. ସ୍କନ୍ଧ) — ଚାରିପାଶେ ପୋତା ହୋଇଛନ୍ତି ରମ୍ଭା ତରୁ ଫଳ କାନ୍ଦି ଘର ପାଇଣ ହୋଇ ଗରୁ। କୃଷ୍ଣସିଂହ, ମହାଭାରତ, ଆଦି।
  • ଦେ. ବି. (ସଂ. ସ୍କନ୍ଧ) — [ଦ୍ର—ଗୋଟିଏ ଫେଣାରେ କେତେଗୁଡ଼ିଏ କଦଳୀ ଥାଏ; ସେହିପରି କେତେଗୁଡ଼ିଏ ଫେଣା ଗୋଟିଏ କାନ୍ଦିରେ ଲାଗିଥାଏ।]
  • ଦେ. ବି. (ସଂ. ସ୍କନ୍ଧ) — ଅନେକଗୁଡ଼ିଏ ନଡ଼ିଆଫଳ ବା ତାଳ ଲାଗିଥିବା ବୃନ୍ତ — A stem containing many cocoanuts or palms
  • ଦେ. ବି. (ସଂ. ସ୍କନ୍ଧ) — ଚାଷ ଆଦି ପାଇଁ ବଳଦ ଭଡ଼ା ଦେଲେ ଯେଉଁ ଧାନ ମୂଲ ମିଳେ — Paddy got for letting bullocks for use on hire