କାନ୍ଦିଶୀକ Kāndiṡīka

  • ସଂ. ବି. (କାଂ+ଦିଶଂ+ଈକ; 'କାଂ ଦିଶଂ ନ ପଶ୍ୟତୀତି କାନ୍ଦିଶୀକଃ'; ଭୟରେ ଅତରଚ୍ଛ ହୋଇ ପଳାଇବା— ବେଳେ ଯେ କେଉଁ ଦିଗକୁ ଚାହିଁ ପାରେ ନାହିଁ) — ଭୟଦ୍ରୁତ; ଭୟରେ ପଳାୟିତ; ଭୟତ୍ରସ୍ତ — Dumbfounded through sudden fright; bewildered through fright
  • ସଂ. ବି. (କାଂ+ଦିଶଂ+ଈକ; 'କାଂ ଦିଶଂ ନ ପଶ୍ୟତୀତି କାନ୍ଦିଶୀକଃ'; ଭୟରେ ଅତରଚ୍ଛ ହୋଇ ପଳାଇବା— ବେଳେ ଯେ କେଉଁ ଦିଗକୁ ଚାହିଁ ପାରେ ନାହିଁ) — କାନ୍ଦିଶୀକ ନୋହି ବନ୍ଦି ହେଲା ତହିଁ, ସଉନ୍ଦର୍ଯ୍ୟ ସାରଯାକ— କବିସୂର୍ଯ୍ୟ, ଚନ୍ଦ୍ରକଳା।
  • ସଂ. ବି. (କାଂ+ଦିଶଂ+ଈକ; 'କାଂ ଦିଶଂ ନ ପଶ୍ୟତୀତି କାନ୍ଦିଶୀକଃ'; ଭୟରେ ଅତରଚ୍ଛ ହୋଇ ପଳାଇବା— ବେଳେ ଯେ କେଉଁ ଦିଗକୁ ଚାହିଁ ପାରେ ନାହିଁ) — ବୈକ୍ଳବ୍ୟୟୁକ୍ତ — Struck or agitated with fright
  • ସଂ. ବି. (କାଂ+ଦିଶଂ+ଈକ; 'କାଂ ଦିଶଂ ନ ପଶ୍ୟତୀତି କାନ୍ଦିଶୀକଃ'; ଭୟରେ ଅତରଚ୍ଛ ହୋଇ ପଳାଇବା— ବେଳେ ଯେ କେଉଁ ଦିଗକୁ ଚାହିଁ ପାରେ ନାହିଁ) — ପାତ୍ରର ଉଢ଼ାଳେ ରହିଥିବ ଡରି ବିଦେଶି ସମ୍ମୁଖେ କାନ୍ଦିଶୀକ ପରି—ରାଧାନାଥ, ଦରବାର।