କାନ୍ଦି କୁନ୍ଥେଇ ହେବା Kāndi kunthei hebā

  • ଦେ. କ୍ରି — କନ୍ଦାକଟା କରିବା — To cry
  • ଦେ. କ୍ରି — କାନ୍ଦିବାଦ୍ୱାରା ନିଜର ଅନିଚ୍ଛା ପ୍ରକାଶ କରିବା — To whimper; to give vent to one's unwillingness by crying
  • ଦେ. କ୍ରି — (ଲକ୍ଷଣାର୍ଥ) କୌଣସି କାର୍ଯ୍ୟ କରିବାକୁ ଅସମ୍ମତି ବା ଅନିଚ୍ଛା ପ୍ରକାଶ କରିବା — To express one's unwillingness to do anything
  • ଦେ. କ୍ରି — କାନ୍ଦିବା ଓ କାକୁତିମିନତି କରିବା — To weep and beseech