କାନ୍ଦାହାର Kāndāhāra
- ଦେ. ବି.—(ନାମ)—(ସଂ. ଗନ୍ଧାର; ଗାନ୍ଧାର) — ଆଫଗାନିସ୍ଥାନର ଦକ୍ଷିଣାଂଶରେ ଥିବା ପ୍ରଦେଶ ଓ ନଗର — Name of a province and town in south Afghanistan
- ଦେ. ବି.—(ନାମ)—(ସଂ. ଗନ୍ଧାର; ଗାନ୍ଧାର) — [ଦ୍ର—ଭରତର ଉତ୍ତରପଶ୍ଚିମ ପ୍ରାନ୍ତରେ ଭରତ ସାମ୍ରାଜ୍ୟର କ୍ୱେଟା ନଗରର ଉତ୍ତର ପଶ୍ଚିମରେ କାନ୍ଦାହାର ଅବସ୍ଥିତ।]