କାନ୍ଦବୋବା Kāndabobā

  • ଦେ. ବି.—(ସହଚର; କାନ୍ଦ=ଚକ୍ଷୁରୁ ଲୋତକସ୍ରାବ+ ବୋବା=ଉଚ୍ଚୈଃସ୍ୱର) — ଉଚ୍ଚୈସ୍ୱରରେ କ୍ରନ୍ଦନ; କନ୍ଦାକଟା — Loud cry; wail; bewailing
  • ଦେ. କ୍ରି. — ଉଚ୍ଚୈସ୍ୱରରେ କାନ୍ଦିବା — To bewail; to weep loudly