କାନ୍ଦବିକ Kāndabika

  • ସଂ. ବି—(କାନ୍ଦବ+ନିଷ୍ପନ୍ନାର୍ଥେ. ଇକ) — ମିଷ୍ଟାନ୍ନ ପ୍ରସ୍ତୁତକାରୀ ଗୁଡ଼ିଆ; ହାଲୋଇ — Confectioner; a baker
  • ସଂ. ବି—(କାନ୍ଦବ+ନିଷ୍ପନ୍ନାର୍ଥେ. ଇକ) — ରୁଟିବାଲା; ପିଷ୍ଟକାଦି ବିକ୍ରେତା — Loaf seller