କାନ୍ଥି Kānthi
- ଦେ. ବି. (ସଂ. କନ୍ଥା) — ଛୋଟକାନ୍ଥ — A small wall
- ଦେ. ବି. (ସଂ. କନ୍ଥା) — ଅଧାକାନ୍ଥ; ଅଳ୍ପ ଉଚ୍ଚ କାନ୍ଥ — A short wall
- ଦେ. ବି. (ସଂ. କନ୍ଥା) — ଦିଗ୍ବଳୟର ସଂଲଗ୍ନ ଆକାଶ (ଯେଉଁଠାରେ ଆକାଶ ଦିଗ୍ବଳୟକୁ ସ୍ପର୍ଶ କଲାପରି ଦେଖାଯାଏ — The sky just over the horizon
- ଦେ. ବି. (ସଂ. କନ୍ଥା) — ଅତଡ଼ା; ନଦୀ ବା ସମୁଦ୍ରର ତଟସ୍ଥ ଉଚ୍ଚ ଭିତ୍ତି — The precipitous bank of a sea or river
- ଦେ. ବି. (ସଂ. କନ୍ଥା) — ଭାସିଲା ଜନ ପ୍ରାପତ ହେଲେ ଯେହ୍ନେ କାନ୍ଥି ବିଷ୍ଣୁକେଶରୀପୁରାଣ।
- ଦେ. ବି. (ସଂ. କନ୍ଥା) — ମେଦିନୀପୁରର ଗୋଟିଏ ସବ୍ଡିଭିଜନ୍ ଓ ନଗର — Contai, a subdivision and town in district Midnapur
- ପ୍ରାଦେ. (ସମ୍ବଲପୁର) ବି. — କାନ୍ଥ — Wall