କାନ୍ଥଚଉକି Kānthachauki
- ଦେ. ବି — ପୂର୍ବେ ଅବଧାନ ମାନେ ଛାତ୍ରମାନଙ୍କୁ ଦେଉଥିବା ଏକପ୍ରକାର ଦଣ୍ଡ — A kind of punishment formerly given to offenders in a village school
- ଦେ. ବି — [ଦ୍ର—ଏ ଦଣ୍ଡଗ୍ରହୀତା ଚଉକିରେ ବସିବାର ଅଭିନୟ କରି କାନ୍ଥକୁ ପିଚା ବା ପିଠି ଲଗାଇ ଶୁନ୍ୟ ଉପରେ କେତେକ ସମୟ ଗୋଡ଼ ଭାଙ୍ଗି ବସି ରହେ।]