କାନ୍ତିମତୀ Kāntimatī

  • ସଂ. ବି. ସ୍ତ୍ରୀ. (କାନ୍ତ+ମତ୍+ସ୍ତ୍ରୀ. ଈ) — ଚନ୍ଦ୍ରକଳା — The digit of the moon
  • ସଂ. ବି. ସ୍ତ୍ରୀ. (କାନ୍ତ+ମତ୍+ସ୍ତ୍ରୀ. ଈ) — ଅପ୍ସରାବିଶେଷ — Name of a heavenly nymph