କାନ୍ତିକ Kāntika

  • ସଂ. ବି. (କାନ୍ତି+କୈ ଧାତୁ+କର୍ତ୍ତୃ.ଅ) — କାନ୍ତଲୌହ — Refined or cast iron
  • ସଂ. ବି. (କାନ୍ତି+କୈ ଧାତୁ+କର୍ତ୍ତୃ.ଅ) — ଇସ୍ପାତ — Steel