କାନ୍ତାର Kāntāra
- ସଂ. ବି. (କାନ୍=କେଉଁମାନଙ୍କୁ+ତୃ ଧାତୁ ଣିତ=ତାରି ଧାତୁ+ଗମନ କରାଇବା+କର୍ତ୍ତୃ. ଅ; ଯେ କାହାକୁହିଁ ଯିବାକୁ ଛାଡ଼ିଦିଏ ନାହିଁ; ଅମରକୋଷ ଟୀକାରେ ଲେଖା ଅଛି ବ୍ୟାଘ୍ରାଦିଙ୍କ ଉପଦ୍ରବ ଯୋଗୁଁ ଯେଉଁ ପଥ ଦୁର୍ଗମ ତାହାକୁ କାନ୍ତାର ବୋଲାଯାଏ) — ଦୁର୍ଗମ ପଥ — Impassable road; dangerous road
- ସଂ. ବି. (କାନ୍=କେଉଁମାନଙ୍କୁ+ତୃ ଧାତୁ ଣିତ=ତାରି ଧାତୁ+ଗମନ କରାଇବା+କର୍ତ୍ତୃ. ଅ; ଯେ କାହାକୁହିଁ ଯିବାକୁ ଛାଡ଼ିଦିଏ ନାହିଁ; ଅମରକୋଷ ଟୀକାରେ ଲେଖା ଅଛି ବ୍ୟାଘ୍ରାଦିଙ୍କ ଉପଦ୍ରବ ଯୋଗୁଁ ଯେଉଁ ପଥ ଦୁର୍ଗମ ତାହାକୁ କାନ୍ତାର ବୋଲାଯାଏ) — [ଦ୍ର—ବୌଦ୍ଧ ଗ୍ରନ୍ଥମାନଙ୍କରେ କାନ୍ତାର 5 ପ୍ରକାର। ଯଥା— ଚୌର କାନ୍ତାର, ବ୍ୟାଳ କାନ୍ତାର, ଅମାନୁଷ୍କ କାନ୍ତାର, ନିରୁଦକ କାନ୍ତାର ଓ ଅଳ୍ପଭକ୍ଷ କାନ୍ତାର—ହି. ଶବ୍ଦସାଗର।] — [ଦ୍ର—ବୌଦ୍ଧ ଗ୍ରନ୍ଥମାନଙ୍କରେ କାନ୍ତାର5ପ୍ରକାର ଯଥା— ଚୌର କାନ୍ତାର, ବ୍ୟାଳ କାନ୍ତାର, ଅମାନୁଷ୍କ କାନ୍ତାର, ନିରୁଦକ କାନ୍ତାର ଓ ଅଳ୍ପଭକ୍ଷ କାନ୍ତାର—ହି. ଶବ୍ଦସାଗର]
- ସଂ. ବି. (କାନ୍=କେଉଁମାନଙ୍କୁ+ତୃ ଧାତୁ ଣିତ=ତାରି ଧାତୁ+ଗମନ କରାଇବା+କର୍ତ୍ତୃ. ଅ; ଯେ କାହାକୁହିଁ ଯିବାକୁ ଛାଡ଼ିଦିଏ ନାହିଁ; ଅମରକୋଷ ଟୀକାରେ ଲେଖା ଅଛି ବ୍ୟାଘ୍ରାଦିଙ୍କ ଉପଦ୍ରବ ଯୋଗୁଁ ଯେଉଁ ପଥ ଦୁର୍ଗମ ତାହାକୁ କାନ୍ତାର ବୋଲାଯାଏ) — ଗହନ; ବନ; ଜଙ୍ଗଲ — Jungle; forest
- ସଂ. ବି. (କାନ୍=କେଉଁମାନଙ୍କୁ+ତୃ ଧାତୁ ଣିତ=ତାରି ଧାତୁ+ଗମନ କରାଇବା+କର୍ତ୍ତୃ. ଅ; ଯେ କାହାକୁହିଁ ଯିବାକୁ ଛାଡ଼ିଦିଏ ନାହିଁ; ଅମରକୋଷ ଟୀକାରେ ଲେଖା ଅଛି ବ୍ୟାଘ୍ରାଦିଙ୍କ ଉପଦ୍ରବ ଯୋଗୁଁ ଯେଉଁ ପଥ ଦୁର୍ଗମ ତାହାକୁ କାନ୍ତାର ବୋଲାଯାଏ) — ମରୁଭୂମି — Desert
- ସଂ. ବି. (କାନ୍=କେଉଁମାନଙ୍କୁ+ତୃ ଧାତୁ ଣିତ=ତାରି ଧାତୁ+ଗମନ କରାଇବା+କର୍ତ୍ତୃ. ଅ; ଯେ କାହାକୁହିଁ ଯିବାକୁ ଛାଡ଼ିଦିଏ ନାହିଁ; ଅମରକୋଷ ଟୀକାରେ ଲେଖା ଅଛି ବ୍ୟାଘ୍ରାଦିଙ୍କ ଉପଦ୍ରବ ଯୋଗୁଁ ଯେଉଁ ପଥ ଦୁର୍ଗମ ତାହାକୁ କାନ୍ତାର ବୋଲାଯାଏ) — ନିର୍ଜନ ପ୍ରଦେଶ; ଲୋକାଳୟଶୂନ୍ଯ ସ୍ଥାନ — Wilderness
- ସଂ. ବି. (କାନ୍=କେଉଁମାନଙ୍କୁ+ତୃ ଧାତୁ ଣିତ=ତାରି ଧାତୁ+ଗମନ କରାଇବା+କର୍ତ୍ତୃ. ଅ; ଯେ କାହାକୁହିଁ ଯିବାକୁ ଛାଡ଼ିଦିଏ ନାହିଁ; ଅମରକୋଷ ଟୀକାରେ ଲେଖା ଅଛି ବ୍ୟାଘ୍ରାଦିଙ୍କ ଉପଦ୍ରବ ଯୋଗୁଁ ଯେଉଁ ପଥ ଦୁର୍ଗମ ତାହାକୁ କାନ୍ତାର ବୋଲାଯାଏ) — ବିଳ; ଗହ୍ୱର; ଗାତ; ଛିଦ୍ର — Den; hole; cavity
- ସଂ. ବି. (କାନ୍=କେଉଁମାନଙ୍କୁ+ତୃ ଧାତୁ ଣିତ=ତାରି ଧାତୁ+ଗମନ କରାଇବା+କର୍ତ୍ତୃ. ଅ; ଯେ କାହାକୁହିଁ ଯିବାକୁ ଛାଡ଼ିଦିଏ ନାହିଁ; ଅମରକୋଷ ଟୀକାରେ ଲେଖା ଅଛି ବ୍ୟାଘ୍ରାଦିଙ୍କ ଉପଦ୍ରବ ଯୋଗୁଁ ଯେଉଁ ପଥ ଦୁର୍ଗମ ତାହାକୁ କାନ୍ତାର ବୋଲାଯାଏ) — (କାନ୍ତ=କମନୀୟ ରସ+ଋ=ପ୍ରଦାନ କରିବା+କର୍ତ୍ତୃ. ଅ)—କାନ୍ତାରି ଆଖୁ; ଏକ ପ୍ରକାର ଆଖୁ — A sweet variety of sugar-cane
- ସଂ. ବି. (କାନ୍=କେଉଁମାନଙ୍କୁ+ତୃ ଧାତୁ ଣିତ=ତାରି ଧାତୁ+ଗମନ କରାଇବା+କର୍ତ୍ତୃ. ଅ; ଯେ କାହାକୁହିଁ ଯିବାକୁ ଛାଡ଼ିଦିଏ ନାହିଁ; ଅମରକୋଷ ଟୀକାରେ ଲେଖା ଅଛି ବ୍ୟାଘ୍ରାଦିଙ୍କ ଉପଦ୍ରବ ଯୋଗୁଁ ଯେଉଁ ପଥ ଦୁର୍ଗମ ତାହାକୁ କାନ୍ତାର ବୋଲାଯାଏ) — (ଯାହା ମଝି ଦେଇ ମନୁଷ୍ୟ ପଶିଯାଇ ନ ପାରେ)— ବାଉଁଶ — Bamboo
- ଦେ. ବି — ଦୁର୍ଭିକ୍ଷ — Famine
- ଦେ. ବି — ମହର୍ଗରୁ ଯାଇ କାନ୍ତାରରେ ପଡ଼ିବା—ଢଗ।
- ଦେ. ବି — ଦୁର୍ଭିକ୍ଷ ସମୟ — A time of scarcity
- ଦେ. ବି — ମୂଲିଆ ମୂଲର ଊଣା କରନ୍ତି ଯେ ପ୍ରାଣୀ। କାନ୍ତାରେ କାଢ଼ଇ ଯେହୁ ସାମାନ୍ୟ ଗଉଣୀ। ମହାଦେବ, ସାତପୁରାଣ।