କାନ୍ତଲୌହ Kāntalauha

  • ସଂ. ବି. (କାନ୍ତ+ଲୌହ) — ଢଳା ହୋଇଥିବା ଲୁହା — Cast iron (M. V)
  • ସଂ. ବି. (କାନ୍ତ+ଲୌହ) — ଇସ୍ପାତ — Steel (Apte)
  • ସଂ. ବି. (କାନ୍ତ+ଲୌହ) — ଆୟସ୍କାନ୍ତମଣି (ପ୍ରକୃତିବାଦ) — Loadstone