କାନ୍ତର Kāntara

  • ଗ୍ରା. ଅ. (ସଂଖ୍ୟା ଓ ସମୟବାଚକ ବିଶେଷ୍ୟ ଶବ୍ଦ ପରେ ଲାଗେ; ସଂ. କିମ୍+ଚିତ୍) — ପ୍ରାୟ — Nearly; about
  • ଗ୍ରା. ଅ. (ସଂଖ୍ୟା ଓ ସମୟବାଚକ ବିଶେଷ୍ୟ ଶବ୍ଦ ପରେ ଲାଗେ; ସଂ. କିମ୍+ଚିତ୍) — (ଯଥା—ମତେ ଟଙ୍କାଏ କାନ୍ତର ଉଧାର ଦିଅ।)
  • ଗ୍ରା. ବିଣ — କିମ୍ବା ତତ୍ପରିମିତ — Or thereabouts
  • ଗ୍ରା. ବିଣ — (ଯଥା—ବର୍ତ୍ତମାନ ଅଧସେରେ କାନ୍ତର ଦୁଧ ହେଲେ ମୋ କାମ ଚଳି ଯାଆନ୍ତା।)