କାନ୍ତରାଟ୍ Kāntarāṭ

  • ବୈଦେ. ବି — (ଇଂ. କଣ୍ଟ୍ରାକ୍ଟର)—ଯେ ଚୁକ୍ତି ମୁତାବକ କୌଣସି କାର୍ଯ୍ୟ ସମ୍ପାଦନ କରେ — Contractor
  • ବୈଦେ. ବି — (ଇଂ. କଣ୍ଟ୍ରାକ୍ଟ)—କୌଣସି କର୍ମ ନିର୍ଦ୍ଦିଷ୍ଟ ମୁଲ୍ୟରେ ସମ୍ପନ୍ନ କରିବା ନିମନ୍ତେ ଚୁକ୍ତି — Contract
  • ବୈଦେ. ବି — କାନ୍ତରାଟ୍ ବ୍ଯବସାୟ — Contractorship