କାନୁନ୍ Kānun
- ବୈଦେ. ବି. (ଫା. କାନୁନ; ଗ୍ରୀକ୍—କାନୁନ; ତୁଳ. ଈ. କାନୁନ୍=ବିଶିଷ୍ଟ ବିଧି) — ବିଶେଷ ବିଧି ବା ବ୍ଯବସ୍ଥା — A canon; a regulation; ordinance
- ବୈଦେ. ବି. (ଫା. କାନୁନ; ଗ୍ରୀକ୍—କାନୁନ; ତୁଳ. ଈ. କାନୁନ୍=ବିଶିଷ୍ଟ ବିଧି) — [ଦ୍ର—ଏ ଶବ୍ଦ ପ୍ରାୟ ଆଇନ୍ ଶବ୍ଦ ସଙ୍ଗେ ସହଚର ରୂପେ ବ୍ଯବହୃତ ହୁଏ, ବ୍ଯବସ୍ଥାପକ ସଭା ଦ୍ୱାରା ଆଇନ ପାଶ ହୁଏ ଏବଂ ଲାଟ ସାହେବଙ୍କ ଦ୍ୱାରା କାନୁନ୍ ପାଶ ହୁଏ।]