କାନିରେ ଗଣ୍ଠି ପକାଇବା Kānire gaṇṭhi pakāibā

  • ଦେ. କ୍ରି — ବାଜିମାରିବା; ଜିଦିମାରିବା — To lay a wager; to bet
  • ଦେ. କ୍ରି — ଦେଖ, ମୁଁ ରୋଗକୁ କାନିରେ ବାନ୍ଧିନେବି, କବିରାଜେ ଏହା କହି କାନିରେ ଗଣ୍ଠି ପକାଇଲେ— ଫକୀରମୋହନ, ଛମାଣଆଠଗୁଣ୍ଠ।
  • ଦେ. କ୍ରି — ଭବିଷ୍ୟତରେ କୌଣସି କଥାକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ସେ କଥାକୁ ଭାବିଲାବେଳେ କାନିରେ ଗୋଟିଏ ଗଣ୍ଠି ପକାଇବା — To tie a knot in a corner of the loin-cloth to be reminded afterwards of a matter on seeing the knot