କାନିବନ୍ଧା Kānibandhā

  • ଦେ. ବି — ଋତୁମତୀ ସ୍ତ୍ରୀର ଶୁଦ୍ଧ ସ୍ନାନ ପରେ ସେ ଋତୁ କାଳରେ ପିନ୍ଧିଥିବା ଲୁଗାକୁ କାଚିବା ପାଇଁ ଧୋବଣୀ ନେଲା ବେଳେ ତାକୁ ଦିଆଯିବା ଚାଉଳ ଆଦି — Rice given to the washerwoman to wash the cloth of a woman in her menses