କାନରେ ସୀସା ଢାଳିବା Kānare sīsā ḍhāḻibā
- ଦେ. ବି. — ପ୍ରାଚୀନ କାଳରେ ଅପରାଧୀକୁ ଦିଆଯିବା ଦଣ୍ଡବିଶେଷ — A kind of cruel punishment given to offenders in ancient days consisting of pouring molten lead into the ear
- ଦେ. ବି. — [ଦ୍ର—ସୀସା ତରଳା ଯାଇ କାନରେ ଢଳା ହେବାଦ୍ୱାରା ଅପରାଧୀ ମରି ଯାଉ ଥିଲା।]