କାନରେ ବଜାଇ ପାରିବା Kānare bajāi pāribā

  • ଦେ. କ୍ରି. — (କୌଣସି ବିଷୟ କୌଣସି ବ୍ଯକ୍ତିଙ୍କୁ) ଜଣାଇବା; କର୍ଣ୍ଣଗୋଚର କରିବା — To bring (a matter) to the ears (of a person)
  • ଦେ. କ୍ରି. — ସାଆନ୍ତାଣୀଙ୍କ କାନରେ ଦୁଃଖ କଥାଟା ବଜାଇ ସାରିଲା ତେବେ ତ ବସ୍। ଫକୀରମୋହନ, ଛମାଣଆଠଗୁଣ୍ଠ।