କାନମୁଣ୍ଡା ଆଉଁସିବା Kānamuṇḍā āuñsibā

  • ଦେ. କ୍ରି. — ପ୍ରହାର ବା ଅପମାନ ସହି ତୁନି ହେବା — To take an insult or blow lying down
  • ଦେ. କ୍ରି. — (ଯଥା—ଏତକ ଶୁଶି ସେ କାନମୁଣ୍ଡା ଆଉଁସି ଘରକୁ ଗଲେ।)