କାନମଳା Kānamaḻā

  • ଦେ. ବି — ଦଣ୍ଡ ବା କଷ୍ଟ ଦେବା ପାଇଁ ଅନ୍ୟର କାନକୁ ହାତଦ୍ୱାରା ଟାଣିବା — Ear-pulling; wringing of the ears
  • ଦେ. ବି — ଦଣ୍ଡ ସ୍ୱରୁପ ନିଜର କାନକୁ ନିଜେ ମୋଡ଼ିବା — Pulling of one's own ears as a penance