କାନଫୋଡ଼ା Kānaphoṟḍ̠ā

  • ଦେ. ବି.—(ସଂ. କର୍ଣ୍ଣସ୍ଫୋଟନ) — କର୍ଣ୍ଣବେଧନ — Boring of the ear
  • ଦେ. ବି.—(ସଂ. କର୍ଣ୍ଣସ୍ଫୋଟନ) — ହିନ୍ଦୁଶିଶୁର କର୍ଣ୍ଣବେଧ ନାମକ ସଂସ୍କାରବିଶେଷ — Ear-boring ceremony of a boy or girl amongst the Hindus