କାନପୁର Kānapura
- ଦେ. ବି. (ନାମ) (ସଂ. କନ୍ୟାପୁର) — ଯୁକ୍ତ ପ୍ରଦେଶର ଗୋଟିଏ ଜିଲ୍ଲା ଓ ପ୍ରସିଦ୍ଧ ନଗରର ନାମ — Name of a district and town in the United Province; Cawnpur
- ଦେ. ବି. (ନାମ) (ସଂ. କନ୍ୟାପୁର) — [ଦ୍ର—ଇଷ୍ଟ୍ ଇଣ୍ଡିଆ ରେଳର ଏହା ଗୋଟିଏ ପ୍ରସିଦ୍ଧ ଜଙ୍କ୍ସନ୍ ଷ୍ଟେସନ୍; ଏଠାରେ ଚମଡ଼ାର ଅନେକ କାରଖାନା ଅଛି। 1857 ସାଲର ସିପାହିବିଦ୍ରୋହରେ ଏଠାରେ ବିଦ୍ରୋହୀ ସିପାହୀମାନେ ବିଶେଷ ଉପଦ୍ରବ ଘଟାଇ ଥିଲେ।] — [ଦ୍ର—ଇଷ୍ଟ୍ ଇଣ୍ଡିଆ ରେଳର ଏହା ଗୋଟିଏ ପ୍ରସିଦ୍ଧ ଜଙ୍କ୍ସନ୍ ଷ୍ଟେସନ୍; ଏଠାରେ ଚମଡ଼ାର ଅନେକ କାରଖାନା ଅଛି1857ସାଲର ସିପାହିବିଦ୍ରୋହରେ ଏଠାରେ ବିଦ୍ରୋହୀ ସିପାହୀମାନେ ବିଶେଷ ଉପଦ୍ରବ ଘଟାଇ ଥିଲେ]