କାନଖଡ଼ିକା Kānakhaṟḍ̠ikā

  • ଦେ. ବି. — କାନକାଠି (ଦେଖ) — Kānakāṭhi (See)
  • ଦେ. ବିଣ. — ଶ୍ରବଣ କରିବା ପାଇଁ ଜାଗରିତ (ଗୋପୀନାଥ ନନ୍ଦ); ଶୁଣିବା ପାଇଁ ଜାଗରୁକ — Vigilant to hear a thing