କାନକଟୁରୀ Kānakaṭurī
- ଦେ. ବି. (ସଂ. କର୍ଣ୍ଣ+କୀଟ) — ଦୃଢ଼ପକ୍ଷ କଳା କୀଟବିଶେଷ — A ear boring insect (actually living in the soil); a kind of earwig
- ଦେ. ବି. (ସଂ. କର୍ଣ୍ଣ+କୀଟ) — [ଦ୍ର—ଏ ପୋକ ଭୁମିରେ ରହନ୍ତି ଓ ସମୟ ସମୟରେ ଧାନକୋଠିରେ ଦେଖାଯାଆନ୍ତି। ଏମାନେ କାନରେ ପଶି କାନକୁ ବ୍ଯଥା ଦେବାର ଲୋକେ ବିଶ୍ୱାସ କରନ୍ତି।]
- ଦେ. ବି. (ସଂ. କର୍ଣ୍ଣ+କୀଟ) — କାନ ବିଛା; ଏକଜାତୀୟ ବିଛା (ଏମାନେ ସୁତା ପରି ସରୁ ଓ ଲମ୍ବରେ 3।4 ଇଞ୍ଚ, ଏମାନଙ୍କୁ ଦଳିଦେଲେ ଏମାନଙ୍କ ଦେହରୁ ଫସ୍ଫରସ୍ ପରି ଜ୍ୟୋତି ବାହାରେ) — କାନ ବିଛା; ଏକଜାତୀୟ ବିଛା (ଏମାନେ ସୁତା ପରି ସରୁ ଓ ଲମ୍ବରେ34ଇଞ୍ଚ, ଏମାନଙ୍କୁ ଦଳିଦେଲେ ଏମାନଙ୍କ ଦେହରୁ ଫସ୍ଫରସ୍ ପରି ଜ୍ୟୋତି ବାହାରେ)— . Slender-bodied centepedes, said to bore through the ear; chilognath