କାନ ପାଡ଼ିବା Kāna pāṟḍ̠ibā

  • ଦେ. କ୍ରି. (ସଂ. କର୍ଣ୍ଣପାତ) — କାନ ଦେଇ ମନୋଯୋଗପୂର୍ବକ ଶୁଣିବା — To hear attentively
  • ଦେ. କ୍ରି. (ସଂ. କର୍ଣ୍ଣପାତ) — ଅନ୍ଯ ଲୋକର କଥାବାର୍ତ୍ତାକୁ ଗୁପ୍ତ ଭାବରେ ଶୁଣିବା — To eavesdrop