କାନ ଝାଇଁ ଝାଇଁ ହେବା Kāna jhāiñ jhāiñ hebā

  • ଦେ. କ୍ରି — ବହୁକାଳ ଝାଞ୍ଜ ଓ ଘଣ୍ଟ ଆଦିର ଶବ୍ଦ ଶୁଣିବା ଯୋଗୁଁ କାନ ଭିତରେ ଝାଇଁ ଝାଇଁ ଅନୁଭୁତି ହେବା — A stunned sensation in the ear due to hearing loud jingling sounds for a length of time