କାଦ୍ରବେୟ Kādrabeya

  • ସଂ. ବି. (କଦ୍ରୁ+ଅପତ୍ୟାର୍ଥେ. ଏୟ; କଦ୍ରୁଙ୍କ ସନ୍ତାନ— ସନ୍ତତି) — ସର୍ପ; ସର୍ପଜାତି — The serpent tribe