କାଦୋମଲି Kādomali

  • ପ୍ରାଦେ. (ସମ୍ବଲପୁର)—ବି. (ସଂ. କର୍ଦ୍ଦମ+ମଳ) — ଆଖୁଦୋରୁଅ ରନ୍ଧା ହେଲା ବେଳେ ତହିଁରୁ ବାହାରିବା କର୍ଦ୍ଦମ ସଦୃଶ ମଳ — The clayey froth got from sugarcane juice while it is boiled for preparing molasses