କାଦୋବରିଷ୍ଟ Kādobarishṭa

  • ପ୍ରାଦେ. (ସମ୍ବଳପୁର) ବି. — ଶ୍ରାବଣମାସର ଚିତଉ— ଅମାବାସ୍ୟା ଦିନ ସମ୍ବଲପୁର ଅଞ୍ଚଳରେ ଅନୁଷ୍ଠିତ ପର୍ବ — A festival observed in Sambalpur on "Chitau amābāsyā" day