କାତ୍ୟ Kātya
- ସଂ. ବି. ପୁଂ(କତ=ମୁନବିଶେଷ+ଅପତ୍ୟାର୍ଥରେ. ଯ; କତଋଷିଙ୍କ ଗୋତ୍ରସଂଭୂତ) — ହିନ୍ଦୁ ଧର୍ମଶାସ୍ତ୍ରପ୍ରଣେତା ମୁନିବିଶେଷ; କାତ୍ୟାୟନ ମୁନି — A sage, author of a treatise on Hindu Law; Kātyāyan
- ସଂ. ବି. ପୁଂ(କତ=ମୁନବିଶେଷ+ଅପତ୍ୟାର୍ଥରେ. ଯ; କତଋଷିଙ୍କ ଗୋତ୍ରସଂଭୂତ) — ବରରୁଚି; ବ୍ୟାକରଣର ପ୍ରସିଦ୍ଧ ବାର୍ତ୍ତିକାକାର — Name of a renowned commentator on sanskrit grammar
- ସଂ. ବି. ପୁଂ(କତ=ମୁନବିଶେଷ+ଅପତ୍ୟାର୍ଥରେ. ଯ; କତଋଷିଙ୍କ ଗୋତ୍ରସଂଭୂତ) — ବିଶ୍ୱାମିତ୍ର ବଂଶଜ; ଏ ଶୌତ ସୂତ୍ର, ଗୃହ୍ୟ ସୂତ୍ର ଓ ପ୍ରତିହାର ସୂତ୍ରର ପ୍ରଣେତା।
- ସଂ. ବି. ପୁଂ(କତ=ମୁନବିଶେଷ+ଅପତ୍ୟାର୍ଥରେ. ଯ; କତଋଷିଙ୍କ ଗୋତ୍ରସଂଭୂତ) — ଗୋଭିଳଙ୍କ ପୁତ୍ର; ଏ ଗୃହ୍ୟ ସଂଗ୍ରହ ଓ ଛନ୍ଦୋପରିଶିଷ୍ଟ ବା କର୍ମପ୍ରଦୀପର ପ୍ରଣେତା।
- ସଂ. ବି. ପୁଂ(କତ=ମୁନବିଶେଷ+ଅପତ୍ୟାର୍ଥରେ. ଯ; କତଋଷିଙ୍କ ଗୋତ୍ରସଂଭୂତ) — ସୋମଦତ୍ତଙ୍କ ପୁତ୍ର ବରରୁଚି; ଏ ପାଣିନିସୂତ୍ରର ପ୍ରସିଦ୍ଧ ବାର୍ତ୍ତିକକାର। ହି. ଶବ୍ଦସାଗର।]